async='' OdiaInfo.In: Kabita
Showing posts with label Kabita. Show all posts
Showing posts with label Kabita. Show all posts

Sunday, July 26, 2015

Bigata Dinara Smruti ||ବିଗତ ଦିନର ସ୍ମ୍ରୁତି|| - By - Sweta Rupa

 

Bigata Dinara Smruti ||ବିଗତ ଦିନର ସ୍ମ୍ରୁତି|| - By - Sweta Rupa


----------------------ବିଗତ ଦିନର ସ୍ମ୍ରୁତି----------------------------



ବିଗତ ଦିନର ସ୍ମ୍ରୁତି ସବୁକୁ ସାଉଁଟୁ ସାଉଁଟୁ…
ହଠାତ୍ ତୁମ ଲେଖା କବିତାର ଫର୍ଦ୍ଦେ ମିଳିଗଲା…
ସତେ ଯେମିତି ଆଜି ଅନେକ୍ ଦିନ ପରେ
ତୁମକୁ ପାଖରେ ପାଇଗଲା ପରି ଲାଗିଲା….

ତୁମର ସେ ଲେଖାଟି ଥିଲା
ସତେ କି ମନ ମୁଗ୍ଧକର…
ଗୁଣୁ ଗୁଣୁ ହୋଇ ମନେ ପକାଇଲି
କବିତାର କିଛି ପଦ ଆର ଫର୍ଦ୍ଦର…

ମୁ ଆଜି ଲେଖେ ସତ…ହେଲେ ଲେଖିପାରେନି ତୁମ ପରି…

ଥିଲ ତୁମେ କିମ୍ବୁତ କିମ୍ବାକାର…..
ଆଉ ଲେଖିଚାଲିଥିଲ ଅନବରତ….
ଭୁଲିଯାଉଥିଲ ତୁମ ପାରିପାର୍ଶ୍ବକୁ…
ଯାହା ବିପରିତ ପକ୍ଷରେ ବାଧା ଦେଉଥିଲା ତୁମକୁ…

ତୁମେ ଲେଖା ଲୋକେ ଯେତେ ପଢୁଥିଲେ…
ତୁମ ପ୍ରତି ସେତିକି ଆକର୍ଷିତ ହୋଇ ଉଠୁଥିଲେ…

କରିଥିଲ ପାଗଳ ତୁମେ ଅନେକ ପାଠକ ପାଠିକା ମାନଙ୍କୁ…
କାରଣ ଲେଖାରେ ତୁମେ ଭରି ଦେଉଥିଲ ଜୀବନର ସତ୍ୟତା କୁ…

ଅଗଣିତ ବନ୍ଧୁ ତୁମର…
କେତେ ଯେ ଭଲପାଆନ୍ତି ତୁମକୁ…
ପାଖେ ଥିଲେ ତୁମେ ତାଙ୍କ…
ଧନ୍ୟ ମନେ କରନ୍ତି ସେମାନେ ନିଜକୁ…

କାହିଁ ତୁମେ ଲେଖୁନାହ ଆଜିକାଲି…
କିଏ କଲା ତୁମ ପଥ ଅବରୋଧ..
ଯେ ତୁମେ ଛାଡି ସବୁ ଗଲ ଚାଲି….

ଅନ୍ୟ କାମରେ…
ଏଇ ବ୍ୟସ୍ତ ବହୁଳ ଜୀବନରେ…

କିଛି ଲେଖ ଆମ ପାଇଁ…
ଆମ ବନ୍ଧୁମାନଙ୍କ ପାଇଁ…
ଏଇ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ଉଧାର ନେଇ…

“Uttaradhikari – ଉତ୍ତରାଧିକାରି” Odia Manalobha Kabita ra lekhaka Himanshu Parida


“Uttaradhikari – ଉତ୍ତରାଧିକାରି” Odia Kabita By Himanshu Parida


--------------------------------- ଉତ୍ତରାଧିକାରି -------------------------------

 

ତୁମେ ମୋର ଅସମ୍ପୂର୍ଣ ସ୍ଵପ୍ନ ର ଉଚ୍ଚାରଣ
ମୋର ଶେଷ ସମ୍ବାଦ ହିଁ ତୁମର ଜନମ
ଏହା ଥିଲା ମୋର ଚରମ ପ୍ରତୀକ୍ଷା
ଠିକ ସମୟ ରେ ତୁମର ହେଲା ଆଗମନ
ଇତିହାସ ରେ ଆଉ ଫାଙ୍କ ନ ଥିଲା
ମୋର ଶେଷ ହେବା ର ଠିକ ପୂର୍ବରୁ
ତୁମର ସୃଷ୍ଟି ହୋଇସାରିଥିଲା ।
ଖାଲି ଅପେକ୍ଷା ବାକି ଥିଲା
ଧୀରେ ଧୀରେ ଭବିଷ୍ୟତର
ବଂଶଧର ଗାଢ ଚାଲିଥିଲା ।
ସେମାନେ ତ ଆରମ୍ଭରୁ
ଶିଖିଥିଲେ ଅଥବା ତାଙ୍କର
ପ୍ରକୃତିଗତ ଥିଲା
ତାଙ୍କୁ କିଛି ଶିଖିବାର ନଥିଲା
ମୋ ଠାରୁ
ମୁଁ ଯାହା ଜାଣିଥିଲି
ସେ ସବୁ ସମୟ ର ତୀବ୍ର ସ୍ରୋତ ରେ
ପୁରୁଣା ହୋଇଥିଲା।
ସେମାନଙ୍କୁ ସ୍ଵାଗତ କରିବାକୁ ହେବ
କାରଣ ନୂତନ ଯୁଗ ର ସେମାନେ ପ୍ରତୀକ ଥିଲେ
ତାଙ୍କୁ କିଛି ଶିଖିବାର ନଥିଲା
କାରଣ ସେମାନେ ନୂତନ ଭାବ ରେ
ସ୍ଵୟଂ ସମ୍ପୂର୍ଣ ଥିଲେ।

 

 

Pratibaadi – ପ୍ରତିବାଦୀ Pdia Kabita , By - Himanshu Parida

Pratibaadi – ପ୍ରତିବାଦୀ Pdia Kabita , By - Himanshu Parida


--------------------- ପ୍ରତିବାଦୀ --------------------


ଧୀରେ ଧୀରେ ମୋ ଭିତରେ ଜଳନ ହୁଏ
ଇର୍ଷା ଅସହ୍ୟ ହୁଏ ;
ମୁଁ ଭାବେ ତୁମେ ଯଦି ମୋର ନୁହଁ
ଆଉ କାହାର କେବେ ବି ହୋଇପାରିବନି
ମୁଁ ଯଦି ନ ଚାହେଁ ।
ମନ ଭିତରେ ଆସେ ରାଗ
ଯେତେ ବେଳେ ମୁଁ ପାଏ ;
ଆଉ କିଏ ତୁମ କଥା କହୁଥାଏ ,
ତୁମେ ବି ତାର କଥା କହ ।
ମନରେ କାହିଁ ବି ମୋର ଏତିକି ସନ୍ଦେହ;
ତୁମେ କାହା କଥା କହିଲେ, କାଳେ ତମେ ତାର ହୋଇଯାଅ ।
ତୁମେ ତ ଏଯାଏଁ ମୋର ହୋଇନାହଁ
ଆଉ ଯଦି କାହାର ହୁଅ
ତୁମେ କି ଜାଣ,
ମନେ ମୋର କେତେ ବଡ କଷ୍ଟ !
ବାରମ୍ବାର ପଚାରେ ନିଜକୁ ;
କାହିଁକି ଏମିତି ହୁଏ
ତୁମେ କଣ ଜାଣିଥାଅ ଯେ
ମୁଁ ତୁମ ଉପରେ ପ୍ରଭୁତ୍ଵ ଜାହିର କରିଥାଏ
କାହା ପାଖେ ତୁମକୁ ମୁଁ ଦେଖିବାକୁ ଚାହେଁ ନାହିଁ
ତୁମେ ଖାଲି ମୋର ହିଁ ହୋଇ ଥାଅ
ଆଉ କାହାର ହେଲେ ମୋ ମନ ଭାଙ୍ଗିଯାଏ ।
କାହା କଥା ତୁମେ କହିବ କି ଆଉ କିଏ କହିବ ତୁମ କଥା
ଏ ସବୁ ମୋର କଳ୍ପନାର ନା ଥାଏ ।
ମୁଁ ଜାଣି ନ ଥାଏ ଯେ ଭଲ ପାଇବାର ଆରମ୍ଭ ରେ
ଏମିତି ସ୍ଵେଚ୍ଛାଚାର ରେ ଭଲ ପାଇବା ଜାହିର ହୁଏ
ମୁଁ ଜାଣେନା ହଠାତ କାହିଁକି
ଜଣେ ଏମିତି ବଦଳି ଯାଏ ।



ଧୀରେ ଧୀରେ ମୋ ଭିତରେ ଜଳନ ହୁଏ
ଇର୍ଷା ଅସହ୍ୟ ହୁଏ ;
ମୁଁ ଭାବେ ତୁମେ ଯଦି ମୋର ନୁହଁ
ଆଉ କାହାର କେବେ ବି ହୋଇପାରିବନି
ମୁଁ ଯଦି ନ ଚାହେଁ ।
ମନ ଭିତରେ ଆସେ ରାଗ
ଯେତେ ବେଳେ ମୁଁ ପାଏ ;
ଆଉ କିଏ ତୁମ କଥା କହୁଥାଏ ,
ତୁମେ ବି ତାର କଥା କହ ।
ମନରେ କାହିଁ ବି ମୋର ଏତିକି ସନ୍ଦେହ;
ତୁମେ କାହା କଥା କହିଲେ, କାଳେ ତମେ ତାର ହୋଇଯାଅ ।
ତୁମେ ତ ଏଯାଏଁ ମୋର ହୋଇନାହଁ
ଆଉ ଯଦି କାହାର ହୁଅ
ତୁମେ କି ଜାଣ,
ମନେ ମୋର କେତେ ବଡ କଷ୍ଟ !
ବାରମ୍ବାର ପଚାରେ ନିଜକୁ ;
କାହିଁକି ଏମିତି ହୁଏ
ତୁମେ କଣ ଜାଣିଥାଅ ଯେ
ମୁଁ ତୁମ ଉପରେ ପ୍ରଭୁତ୍ଵ ଜାହିର କରିଥାଏ
କାହା ପାଖେ ତୁମକୁ ମୁଁ ଦେଖିବାକୁ ଚାହେଁ ନାହିଁ
ତୁମେ ଖାଲି ମୋର ହିଁ ହୋଇ ଥାଅ
ଆଉ କାହାର ହେଲେ ମୋ ମନ ଭାଙ୍ଗିଯାଏ ।
କାହା କଥା ତୁମେ କହିବ କି ଆଉ କିଏ କହିବ ତୁମ କଥା
ଏ ସବୁ ମୋର କଳ୍ପନାର ନା ଥାଏ ।
ମୁଁ ଜାଣି ନ ଥାଏ ଯେ ଭଲ ପାଇବାର ଆରମ୍ଭ ରେ
ଏମିତି ସ୍ଵେଚ୍ଛାଚାର ରେ ଭଲ ପାଇବା ଜାହିର ହୁଏ
ମୁଁ ଜାଣେନା ହଠାତ କାହିଁକି
ଜଣେ ଏମିତି ବଦଳି ଯାଏ । - See more at: http://eodisha.org/odiasahitya/pratibaadi/#sthash.W4NgyFcL.dpuf

ଭଲ ମୁଁ ପାଉଛି - Bhala mun Pauchhi -Lekhaka Kamal Kumar Dash.

ଭଲ ମୁଁ ପାଉଛି- Bhala mun Pauchhi -By -  Kamal Kumar Dash


-----------------ଭଲ ମୁଁ ପାଉଛି---------------


for_you eodishaorg
ଭଲ ମୁଁ ପାଉଛି ତୁମକୁ କେବଳ
ଭଲ ପାଇବାର ପାଇଁ
ଭଲ ପାଇବାର ଛଡା ଆଉ କିଛି
ତୁମଠୁ ମୁଁ ଚାହେଁ ନାହିଁ–୧
ବସନ ଭୁଷଣ ସୁବର୍ଣ କଂକଣ
ମୋର କେବେ ଲୋଡା ନହିଁ
ତୁମରି ପରଶେ ପ୍ରିତୀରେ ହରସେ
ଚାହେଁ ମୁଁ ହଜିବା ପାଇଁ–୨
ମୋର ନିସଂଗତା ମୋର ଏ ଜନ୍ତ୍ରଣା
ସବୁତ ପ୍ରେମର ପାଇଁ
ସଂଛିତ ଯା ଥିଲା ଦୁନିଆଁ ରେ ମୋର
ଆସିଛି ତାକୁ ହଜାଇ–୩
ଭିଜି ଭିଜି ଆଜି ଖୋଜି ମୁଁ ବୁଲୁଛି
ତୁମରି ସନିଧ୍ୟ ପାଇଁ
ପ୍ରିଯତମ ତୁମ ପଥକୁ ଚାହିଁଛି
ଭିଜାଭିଜା ଆଖି ନେଇ–୪
ଶପନ ଦେଖିଛି ପ୍ରିଯ ତୁମ ସାଥେ
ଅଂଧାରେ ହଜିବା ପାଇଁ
ଘଂଚ ଜଂଗଲର ଅଜଣା ଗୁହାରେ
ଦେବାକୁ ମୋତେ ହଜାଇ–୫
ପ୍ରିଯତମ ତୁମ ମିଳନ ପାଇଁକି
ପ୍ରତୀଖ୍ୟା ରେ ଅଛି ରହି
ଜନ୍ମ ଜନ୍ମାନ୍ତରୁ ଖୋଜୁଛି ତୁମକୁ
ତୁମ ପଦ ଚିହ୍ନ ନେଇ–୬
ଥରେ ପାଶେ ଆସି ଜୀବନ ମରୁରେ
ଯାଅ ମରୁ ଝର ହୋଈ
ମୋ ଦୁଃଖ ଜଂନ୍ତ୍ରଣା ତୁମ ପରସରେ



LOVE (ପ୍ରେମ) :ODIA KABITA Odia Poem By Kamal Kumar Dash


LOVE (ପ୍ରେମ) :ODIA KABITA Odia poem by Kamal Kumar Dash


ପ୍ରେମ
ପ୍ରେମ ଏକ ଅନୁଭୁତି
ନିଛାଟିଆ ଜହ୍ନ ରାତି
ନିଛକ ମନ ତଳର
ଖଟା ମିଠା ସେତ ପ୍ରିତୀ—୧
ଉଦାସିଆ ମରୁଭୁମି
ହାରା ଭରା ଚାଷ ଜମି
ଆଷଢ ର ବର୍ଷା ପରେ
ଏକ ତୋଫା ଜହ୍ନ ରାତି—୨

ଝଡ ଟା ଥମିଲା ପରେ
ଶୀତୁଆ ପବନ ଧାରେ
ସେ ନରମ ପରଶ ରେ
ଊଷ୍ମ୍ତା ର କିଛି ତାତି—୩
ନୁଆ ନୁଆ ଜୀବନରେ
ଜହ୍ନ ଛାଈ ଆଲୁଅରେ
ଲୁଚକାଳି ଖେଳିବାର
ନୁଆ ଏକ ଅନୁଭୁତି—୪
ଛାତିର ଗହିରୀ ତଳେ
ମରମ ର ସ୍ନେହ ଢାଳି
ମିଠା ମିଠା କଥ ଆଉ
ନଭୁଲିବା ଅନୁଭୁତି–୫
- See more at: http://eodisha.org/odiasahitya/odia-poem-by-kamal-kumar-dash/#sthash.jaIZD0nv.dpuf
ପ୍ରେମ
ପ୍ରେମ ଏକ ଅନୁଭୁତି
ନିଛାଟିଆ ଜହ୍ନ ରାତି
ନିଛକ ମନ ତଳର
ଖଟା ମିଠା ସେତ ପ୍ରିତୀ—୧
ଉଦାସିଆ ମରୁଭୁମି
ହାରା ଭରା ଚାଷ ଜମି
ଆଷଢ ର ବର୍ଷା ପରେ
ଏକ ତୋଫା ଜହ୍ନ ରାତି—୨

ଝଡ ଟା ଥମିଲା ପରେ
ଶୀତୁଆ ପବନ ଧାରେ
ସେ ନରମ ପରଶ ରେ
ଊଷ୍ମ୍ତା ର କିଛି ତାତି—୩
ନୁଆ ନୁଆ ଜୀବନରେ
ଜହ୍ନ ଛାଈ ଆଲୁଅରେ
ଲୁଚକାଳି ଖେଳିବାର
ନୁଆ ଏକ ଅନୁଭୁତି—୪
ଛାତିର ଗହିରୀ ତଳେ
ମରମ ର ସ୍ନେହ ଢାଳି
ମିଠା ମିଠା କଥ ଆଉ
ନଭୁଲିବା ଅନୁଭୁତି–୫
- See more at: http://eodisha.org/odiasahitya/odia-poem-by-kamal-kumar-dash/#sthash.jaIZD0nv.dpuf
------------ପ୍ରେମ-------------
Roses-I-love-You-Wallpaper
ପ୍ରେମ ଏକ ଅନୁଭୁତି
ନିଛାଟିଆ ଜହ୍ନ ରାତି
ନିଛକ ମନ ତଳର
ଖଟା ମିଠା ସେତ ପ୍ରିତୀ —୧
ଉଦାସିଆ ମରୁଭୁମି
ହାରା ଭରା ଚାଷ ଜମି
ଆଷଢ ର ବର୍ଷା ପରେ
ଏକ ତୋଫା ଜହ୍ନ ରାତି —୨

ଝଡ ଟା ଥମିଲା ପରେ
ଶୀତୁଆ ପବନ ଧାରେ
ସେ ନରମ ପରଶ ରେ
ଊଷ୍ମ୍ତା ର କିଛି ତାତି —୩
ନୁଆ ନୁଆ ଜୀବନରେ
ଜହ୍ନ ଛାଈ ଆଲୁଅରେ
ଲୁଚକାଳି ଖେଳିବାର
ନୁଆ ଏକ ଅନୁଭୁତି —୪
ଛାତିର ଗହିରୀ ତଳେ
ମରମ ର ସ୍ନେହ ଢାଳି
ମିଠା ମିଠା କଥ ଆଉ
ନଭୁଲିବା ଅନୁଭୁତି –୫

ପ୍ରେମ
ପ୍ରେମ ଏକ ଅନୁଭୁତି
ନିଛାଟିଆ ଜହ୍ନ ରାତି
ନିଛକ ମନ ତଳର
ଖଟା ମିଠା ସେତ ପ୍ରିତୀ—୧
ଉଦାସିଆ ମରୁଭୁମି
ହାରା ଭରା ଚାଷ ଜମି
ଆଷଢ ର ବର୍ଷା ପରେ
ଏକ ତୋଫା ଜହ୍ନ ରାତି—୨

ଝଡ ଟା ଥମିଲା ପରେ
ଶୀତୁଆ ପବନ ଧାରେ
ସେ ନରମ ପରଶ ରେ
ଊଷ୍ମ୍ତା ର କିଛି ତାତି—୩
ନୁଆ ନୁଆ ଜୀବନରେ
ଜହ୍ନ ଛାଈ ଆଲୁଅରେ
ଲୁଚକାଳି ଖେଳିବାର
ନୁଆ ଏକ ଅନୁଭୁତି—୪
ଛାତିର ଗହିରୀ ତଳେ
ମରମ ର ସ୍ନେହ ଢାଳି
ମିଠା ମିଠା କଥ ଆଉ
ନଭୁଲିବା ଅନୁଭୁତି–୫
- See more at: http://eodisha.org/odiasahitya/odia-poem-by-kamal-kumar-dash/#sthash.jaIZD0nv.dpuf

“Chithi ~ ଚିଠି ~ ” Odia Prema bhara Kabita - Lekhika Julee Behera


“Chithi ~ ଚିଠି ~ ” Odia Prema bhara Kabita ra Lekhika Julee Behera

…….ଚିଠି……
Chithi ~ ଚିଠି ~ Odia Prema bhara Kabita ra Lekhika Julee Behera #Odia #Odisha #Kabita

ଏଇ, ଦେଖନା
ତୁମ ଭାବନା ରେ
ଆଜି ପୁଣି ଭୁଲିଗଲି ମୁଁ
ତରକାରୀ ରେ ଲୁଣ
ସମସ୍ତେ ଛି ଛି କରୁଥିବା ବେଳେ
କେଜାଣି ମତେ କାହିଁକି ଲାଗୁଥିଲା
ଭାରି ସୁଆଦିଆ, ଠିକ ତମ ଦୁଷ୍ଟାମି ପରି
ତମ ସହ କଣ କେବେ ଏମିତି ହେଇଛି?
ମୋ ଭାବନା ଭିତରେ ଭିତରେ
କେବେ କଣ ଭୁଲିଛ ନିଜ କୁ?
ମୁଁ କିନ୍ତୁ ଭୁଲିଛି ଅନେକଥର
ଭୁଲିଛି ରାତିର ନିଦ
ଭୁଲିଛି ପେଟ ର ଭୋକ
ବାକି ଅଛି ଖାଲି ଯାହା ଓଠ ତଳ ର ଶୋଷ
ଜାଣେନା କାହିଁକି ନିରୋଳା ନିରୋଳା ସଞ୍ଜ ଟା ରେ
ତମେ ମନେପଡ ଆହୁରି ପ୍ରଚୁର
ଲାଗେ ଯେମିତି ଏଇ ତୁମେ ପାଖରେ
ଲୁଚି ଲୁଚି ଦେଖୁଛ ମତେ ପରଦା ଆଢୁଆଳରେ
ଏଇ ଯେମିତି ସଞ୍ଜ ବତୀ ଦେଉ ଦେଉ ଟାଣି ଧରୁଛ ମୋ କାନି କୁ
ଏଇ ଯେମତି ଆଙ୍କି ଦେଉଛ
ପ୍ରେମ ର ମିଠା ଛୁଆଁ ଟେ ମୋ ଓଠ ପାଖୁଡା ରେ
ଆଉ ମୁଁ ମରିଯାଉଛି ଲାଜ ରେ ଲାଜ ରେ
ତୁମ ରି ବାହୁରେ
କି ଶାନ୍ତି ପାଅ କେଜାଣି ମତେ
ଏମିତି ହନ୍ତସନ୍ତ କରି ?
ଆସିବ ବୋଲି ତ କହିଥିଲ ଫଗୁଣ ରେ
ହେଲେ ଫିକା ଫିକା ରଙ୍ଗ ନେଇ
ଆସିଥିବା ଫଗୁଣ ଟା
ଚାଲିଗଲାଣି କେବେଠୁ ତୁମ ବାଟ ଚାହିଁ ଚାହିଁ
ଏବେ ଏଇ ଗ୍ରୀଷ୍ମ ଟା ର ତାତି ବି ତ ପ୍ରଖର
ଛଟପଟ କରି ଜଳାଇ ମାରୁଛି
ଠିକ ତମ ବୀରହ ପରି
ଏବେ ତ ଫେରିଆସ…..
ଫେରିଆସ ନା….. ଶ୍ରାବଣ କୁ ଛାତି ରେ ଜାବୁଡି
ଭିଜି ଯାଉ ମନ ଟା ମୋ ଆଉଥରେ
ତୁମ ପ୍ରେମ ର ମିଠା ବର୍ଷା ରେ
ତୁମ ପ୍ରେମ ର ମିଠା ବର୍ଷା ରେ …………